A must read book on disability
Search
A must read book on disability
Redefining Disability: A Question of Aesthetics
Therapeutic Challenges of Children with Intellectual Disability in Odisha
In the conclusion we can say, the vast and varied potentialities of media in Odisha is still untapped, which can play a very pivotal role in marching towards a path of an inclusive society.
The legacy of this case must not rest in legal archives; it must be lived and realised in every accessible courtroom, every inclusive public space, and every law that treats all citizens with equal worth and dignity.
Blood Disorders in India: Data, Scope, Spread, and Endemic Zones
India mirrors many global trends in blood disorders but faces unique challenges related to awareness, infrastructure, and socio-cultural barriers.
ଥାଲାସେମିଆ, ସିକଲ୍ ସେଲ୍ ଆନିମିଆ ଏବଂ ହିମୋଫିଲିଆ ଏହି ତିନୋଟି ରକ୍ତ ରୋଗରେ ନିମ୍ନଲିଖିତ ତ୍ରୁଟି ଦେଖାଯାଏ: ବଞ୍ଚିବା /ଜଟିଳତା ପ୍ରତିରୋଧ ପାଇଁ ବାରମ୍ୱାର ରକ୍ତ / କାରକ ପ୍ରୟୋଗ । ଯାଞ୍ଚ ପାଇଁ ଏବଂ ଔଷଧ କିମ୍ୱା ରକ୍ତ ବ୍ୟବହାର କରିବା ପାଇଁ ବାରମ୍ୱାର ଛେଚିବା । ସଂକ୍ରମଣ, ପ୍ରଦାହ ଏବଂ ଯନ୍ତ୍ରଣାଦାୟକ ଏପିସୋଡ୍ର ଅଧିକ ଘଟଣା । ହେପାଟାଇଟିସ୍-ବି, ହେପାଟାଇଟିସ୍-ସି ଓ ଏଚ୍ଆଇଭି ଭଳି ଟ୍ରାନ୍ସଫ୍ୟୁଜନ୍ ସଂକ୍ରମଣର ମାତ୍ରା ଅଧିକ । ଚିକିତ୍ସା କିମ୍ୱା ତଦାରଖ ପାଇଁ ବାରମ୍ୱାର ଡାକ୍ତରଖାନା ପରିଦର୍ଶନ ।
ସେରେବ୍ରାଲ ପାଲସି ହେଉଛି ଏକ ସ୍ନାୟୁଗତ ବ୍ୟାଧି ଯାହା ପିଲାମାନଙ୍କର ଶାରୀରିକ ଗତିବିଧି ଏବଂ ଚାଲିବାର କ୍ଷମତାକୁ ପ୍ରଭାବିତ କରିଥାଏ । ବାସ୍ତବରେ, ସେରେବ୍ରାଲ ଶବ୍ଦର ଅର୍ଥ ହେଉଛି ମସ୍ତିଷ୍କ ସମ୍ୱନ୍ଧୀୟ ଏବଂ ପାଲସି ଶବ୍ଦର ଅର୍ଥ ହେଉଛି ଶାରୀରିକ ଗତିର ଦୁର୍ବଳତା କିମ୍ୱା ସମସ୍ୟା । ଏହା ଏକ ପ୍ରକାର ଅକ୍ଷମତା ଯେଉଁଥିରେ ପିଲାମାନେ ଗତି, ସନ୍ତୁଳନ, ସ୍ଥିତି ଏବଂ ବସ୍ତୁ ଧରି ଚାଲିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।
୍ରୋସ୍ଥେଟିକ୍ସର ପ୍ରମାଣ ପ୍ରାଚୀନ ସଭ୍ୟତାରୁ ମିଳିଆସିଛି, ଯାହାର ଉଦାହରଣ ମିଶରୀୟ ମମି ଏବଂ ଗ୍ରୀକ୍/ରୋମାନ୍ କଳାକୃତିରେ ମିଳିଛି । ପ୍ରାଚୀନ ମିଶରର ‘କାଇରୋ ଟୋ’ ଏବଂ ‘ଗ୍ରେଭିଲ୍ ଚେଷ୍ଟର ଟୋ’ ପରି କୃତ୍ରିମ ଅଙ୍ଗର ପ୍ରମାଣ, କସ୍ମେଟିକ୍ ପୁନରୁଦ୍ଧାର ଏବଂ ଜୀବନର ଗୁଣବତ୍ତା ଉନ୍ନତ କରିବା ଉପରେ ଧ୍ୟାନ ଦେଇଥାଏ । ପ୍ରାରମ୍ଭିକ ଉଦାହରଣଗୁଡ଼ିକ ହେଉଛି କାଠ ପେଗ୍ ଗୋଡ ଏବଂ ଚମଡା ଏବଂ ଧାତୁରେ ତିଆରି ହସ୍ତଶିଳ୍ପ ଅଙ୍ଗ ।