ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶା ପ୍ରତିଯୋଗୀଙ୍କ ଶ୍ରେଷ୍ଠତ୍ୱ ପ୍ରଦର୍ଶନ
ଅନ୍ୟାନ୍ୟ
0 min read
68

ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶା ପ୍ରତିଯୋଗୀଙ୍କ ଶ୍ରେଷ୍ଠତ୍ୱ ପ୍ରଦର୍ଶନ

June 5, 2026
0

୧୧ ପ୍ରତିଯୋଗୀ ଜିତିଲେ ୮ ସ୍ୱର୍ଣ୍ଣ, ୬ ରୌପ୍ୟ ଓ ୪ ବ୍ରୋଞ୍ଜସହ ୧୮ ପଦକ ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଅନୁଷ୍ଠିତ ୮ତମ ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଚାମ୍ପିୟନଶି୍ରେ ଓଡ଼ିଶା ପ୍ରତିଯୋଗୀମାନେ ଚମକôାର ପ୍ରଦର୍ଶନ କରିଛନ୍ତି । ୨୦୨୬ ଏସିଆନ ପାରା ଗେମ୍ସ ପାଇଁ ଅନ୍ତିମ ଚୟନ ଟ୍ରାଏଲ ଭାବେ ବିବେଚିତ ହେଉଥିଯବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ଓଡ଼ିଶା ମୋଟ ୧୮ପଦକ ହାସଲ କରିଛି । ଏହା ମଧ୍ୟରେ

Continue Reading
ରାଜନୈତିକ ସଶକ୍ତିକରଣ ଏବଂ ଭିନ୍ନକ୍ଷମ ଅଧିକାର
ଅନ୍ୟାନ୍ୟ
1 min read
83

ରାଜନୈତିକ ସଶକ୍ତିକରଣ ଏବଂ ଭିନ୍ନକ୍ଷମ ଅଧିକାର

June 5, 2026
0

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗ ବିଭାଗର ଗବେଷଣା ଓ ଅନୁସନ୍ଧାନ ଛାତ୍ରୀ ଗୋଟିଏ ସୁସ୍ଥ ଗଣତନ୍ତ୍ରର ପ୍ରକୃତ ସଫଳତା ଏହାର ଶେଷ ପାହାଚରେ ଥିବା ବ୍ୟକ୍ତିର ସହଭାଗିତା ଉପରେ ନିର୍ଭର କରେ । ସମସ୍ତଙ୍କ ପାଇଁ ସମାନ ଅଧିକାର କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ସମ୍ବିଧାନର ଆତ୍ମା । ଏହି ପରିପ୍ରେକ୍ଷୀରେ, ଭିନ୍ନକ୍ଷମମାନଙ୍କୁ ରାଜନୈତିକ ମୁଖ୍ୟଧାରାରେ ସାମିଲ କରିବା ବା ରାଜନୈତିକ ଅନ୍ତର୍ଭୁକ୍ତିକରଣ ଏକ

Continue Reading
ରାଜନୈତିକ ଅନ୍ତର୍ଭୁକ୍ତିକରଣରେ ଦିବ୍ୟାଙ୍ଗ
ଅନ୍ୟାନ୍ୟ
1 min read
54

ରାଜନୈତିକ ଅନ୍ତର୍ଭୁକ୍ତିକରଣରେ ଦିବ୍ୟାଙ୍ଗ

June 5, 2026
0

ଦୁଇହଜାର ଏଗାର ମସିହା ଜନଗଣନା ଅନୁଯାୟୀ ଆମ ଦେଶର ଜନସଂଖ୍ୟାର ୨.୨୧ ପ୍ରତିଶତ ଅର୍ଥାତ୍ ଦୁଇହେକାଟି ଅଡ଼ଷଠି ଲକ୍ଷ ଲୋକ ଦିବ୍ୟାଙ୍ଗ ଶ୍ରେଣୀଭୁକ୍ତ । ବିଗତ ପନ୍ଦର ବର୍ଷ ହେଲାଣି ଆଉ ଜନଗଣନା କରାଯାଇନାହିଁ । ସମ୍ପ୍ରତି ଆରମ୍ଭ ହୋଇଥିବା ଜନଗଣନାରେ ଏ ସଂଖ୍ୟା ନିଶ୍ଚୟ ବୃଦ୍ଧି ପାଇବ । ଆମର ମୋଟ୍ ଜନସଂଖ୍ୟାର ଏକ ବୃହତ୍ ଅଂଶ ଯଦିଓ ଦିବ୍ୟାଙ୍ଗ ଶ୍ରେଣୀଭୁକ୍ତ, ମାତ୍ର ଆଜିଯାଏ ସେମାନଙ୍କୁ ପ୍ରତିନିଧିତ୍ୱ କରିବା

Continue Reading
ସମସ୍ତଙ୍କ ପାଇଁ ସମାଜ: ପ୍ରତିବନ୍ଧକତା, ସୁଯୋଗ ଓ ଅନ୍ତର୍ଭୁକ୍ତି
ଅନ୍ୟାନ୍ୟ
1 min read
117

ସମସ୍ତଙ୍କ ପାଇଁ ସମାଜ: ପ୍ରତିବନ୍ଧକତା, ସୁଯୋଗ ଓ ଅନ୍ତର୍ଭୁକ୍ତି

June 5, 2026
0

ଅନ୍ତର୍ଭୁକ୍ତି (ଇନକ୍ଲୁସିଭନେସ) ସଭ୍ୟତାର ଅଗ୍ରଗତିର ଅନ୍ୟତମ ପ୍ରଧାନ ସୂଚକ । ଏକ ସଭ୍ୟ ସମାଜ କେବଳ ଅର୍ଥନୈତିକ ଉନ୍ନୟନ ମାଧ୍ୟମରେ ନୁହଁ ବରଂ ତାହାର ପ୍ରାନ୍ତିକ ଏବଂ ଭିନ୍ନ କ୍ଷମତା ସମ୍ପନ୍ନ ମଣିଷକୁ କେତେ ମର୍ଯ୍ୟାଦା, ଅଧିକାର ଏବଂ ସୁଯୋଗ ଦେଇ ପାରିଛି ତାହାଦ୍ୱାରା ମଧ୍ୟ ମୂଲ୍ୟାୟିତ ହୁଏ । ସେଥିପାଇଁ ଆଧୁନିକ ଗଣତାନ୍ତ୍ରିକ ସମାଜରେ ପ୍ରତିବନ୍ଧି ବ୍ୟକ୍ତିମାନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଭାରତୀୟ ସମାଜରେ

Continue Reading