ଯେଉଁ ଅଧ୍ୟାପକ ଧନୀ, ଗରିବ, ମେଧା, ସ୍ୱଳ୍ପ ମେଧା, ବୁଦ୍ଧିମାନ ଓ ସାଧାରଣ; ବିବିଧ ଛାତ୍ରମାନଙ୍କୁ ସେମାନଙ୍କର ସାମର୍ଥ୍ୟ ଅନୁସାରେ ବୁଝି ସଫଳ ଶିକ୍ଷାଦାନ କରିପାରେ, ତାକୁ ହିଁ ଜଣେ ଭଲ ଅଧ୍ୟାପକ କୁହାଯିବ ।”
Search
ଯେଉଁ ଅଧ୍ୟାପକ ଧନୀ, ଗରିବ, ମେଧା, ସ୍ୱଳ୍ପ ମେଧା, ବୁଦ୍ଧିମାନ ଓ ସାଧାରଣ; ବିବିଧ ଛାତ୍ରମାନଙ୍କୁ ସେମାନଙ୍କର ସାମର୍ଥ୍ୟ ଅନୁସାରେ ବୁଝି ସଫଳ ଶିକ୍ଷାଦାନ କରିପାରେ, ତାକୁ ହିଁ ଜଣେ ଭଲ ଅଧ୍ୟାପକ କୁହାଯିବ ।”
ଭଗବାନ କାହାକୁ ସମ୍ପୂର୍ଣ୍ଣ କରି ଗଢ଼ି ନାହାନ୍ତି । ଶ୍ରୀଜଗନ୍ନାଥଙ୍କର ତ ହାତ, ଗୋଡ଼ ନ ଥାଇ ସେ ବିଶ୍ୱନିୟନ୍ତା, ସେ ହିଁ ଆମର ଶ୍ରେଷ୍ଠ ପଥପ୍ରଦର୍ଶକ । ଏଣୁ ଦିବ୍ୟାଙ୍ଗଙ୍କୁ ହୀନ ଦୃଷ୍ଟିରେ ନ ଦେଖି ତାଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନନ୍ତୁ ।
ଭିନ୍ନକ୍ଷମ ବ୍ୟକ୍ତି ବିଶେଷମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଏହିସବୁ ଆବଶ୍ୟକ ଦ୍ରବ୍ୟଗୁଡିକ ସଂଶୋଧିତ ଟିକସ ହାରରେ ଉପଲବ୍ଧ ହେବାକୁ ଯାଉଥିବାରୁ ବିଭିନ୍ନ ଭିନ୍ନକ୍ଷମ ସଂଗଠନ ଓ ବର୍ଗଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।
ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟରେ ସିକିଲ୍ସେଲ୍ ଓ ଥାଲାସେମିଆ ବର୍ତ୍ତମାନ ସ୍ଥିତି, ପ୍ରାରମ୍ଭକ ସଂଧାନ, ପ୍ରତିରୋଧିମୂଳକ ବ୍ୟବସ୍ଥା ଚିକିତ୍ସା ସୁବିଧା ଓ ରୋଗୀ ସେବା ସମ୍ପର୍କରେ ସମୀକ୍ଷା କରାଯାଇଛି ।
ଏହି ମାମଲାରେ, କୋର୍ଟ କେବଳ ପିଲାଟିର ଉକ୍ତ ସ୍କୁଲ୍ରେ ପୁନଃ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦେଇ ନ ଥିଲେ ବରଂ ତା'ର ଶିକ୍ଷା ନିମନ୍ତେ ଆବଶ୍ୟକୀୟ ସହାୟତା ଯୋଗାଇବାକୁ ସ୍କୁଲକୁ ନିର୍ଦ୍ଦେଶ ଦେଇଥିଲେ ।
କେବଳ ସେତିକି ନୁହେଁ ଏଥି ନିମନ୍ତେ ଆବଣ୍ଟିତ ହୋଇଥିବା ଜନକଲ୍ୟାଣମୂଳକ ସରକାରୀ ପାଣ୍ଠିର ବ୍ୟାପକ ଅପବ୍ୟୟ କରାଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଅଧିକନ୍ତୁ, ଏହି ମିଥ୍ୟା ପ୍ରମାଣପତ୍ର ହାତେଇ ଭତ୍ତାଠାରୁ ଆରମ୍ଭ କରି ସଂରକ୍ଷଣ କୋଟାରେ ନିଯୁକ୍ତି ପାଇଥିବା ଅଯୋଗ୍ୟ ପ୍ରମାଣପତ୍ରଧାରୀଙ୍କ ହେତୁ ଅନେକ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଛନ୍ତି ।