ଦିଲ୍ଲୀ ହାଇକୋର୍ଟର ମାନ୍ୟବର ବିଚାରପତି ସଚିନ ଦତ୍ତ ଆବେଦନକାରୀ ଅକ୍ଷତ ବାଲ୍ଦୁଆଙ୍କ ଏକ ଆବେଦନକୁ ଶୁଣାଣି କରି ଏ ଦିଗରେ ଏକ ସମ୍ପୂର୍ଣ୍ଣ ସ୍ପଷ୍ଟ ମାର୍ଗଦର୍ଶିକା ଜାରି କରିବା ପାଇଁ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି । ଆବେଦନକାରୀଙ୍କ ପ୍ରାର୍ଥନା ରହିଥିଲା ଯେ ଏହି ପ୍ଲାଟ୍ଫର୍ମରେ ଆବଶ୍ୟକ ସୁଗମତା ବୈଶିଷ୍ଟ୍ୟ ଯେପରି ସ୍ପଷ୍ଟ ଶ୍ରବଣ ବିଶେଷତା, ଭାଷାଗତ ଶିରୋନାମା ଏବଂ ଭାରତୀୟ ସାଇନ ଲାଙ୍ଗୁଏଜ୍ର ବ୍ୟବହାର ପ୍ରଭୃତି ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି ।
Search










