ଏହି ବିଶାଳ ବର୍ଗର ଅଣକୁଶଳୀ ନିଯୁକ୍ତିକ୍ଷମ ଭିନ୍ନକ୍ଷମ ଯୁବକ ଯୁବତୀଙ୍କୁ କୁଶଳୀ କରାଇ ମୁଖ୍ୟ ସ୍ରୋତର ନିଯୁକ୍ତି ଧାରାରେ ସାମିଲ କରାଇବାର ବୃହତ୍ତର ସୁଯୋଗ ରହିଛି ।
Search
ଏହି ବିଶାଳ ବର୍ଗର ଅଣକୁଶଳୀ ନିଯୁକ୍ତିକ୍ଷମ ଭିନ୍ନକ୍ଷମ ଯୁବକ ଯୁବତୀଙ୍କୁ କୁଶଳୀ କରାଇ ମୁଖ୍ୟ ସ୍ରୋତର ନିଯୁକ୍ତି ଧାରାରେ ସାମିଲ କରାଇବାର ବୃହତ୍ତର ସୁଯୋଗ ରହିଛି ।
ଭିନ୍ନକ୍ଷମ କଲ୍ୟାଣ ପାଇଁ ଚଳିତ ବର୍ଷ ରଖାଯାଇଥିବା ବଜେଟ୍ ୨୦୨୪ରେ ୧୨୨୫ କୋଟି ଟଙ୍କା ତୁଳନାରେ ସାମାନ୍ୟ ବୃଦ୍ଧି ପାଇ ୧୨୭୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ତୁଳନାରେ ମାତ୍ର ୩.୪୩% ବୃଦ୍ଧି ପାଇଛି । ତେବେ ୨୦୨୦-୨୧ରେ ୩୦ ଲକ୍ଷ କୋଟିରୁ ୨୦୨୫- ୨୦୨୬ରେ ୫୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ବଜେଟ୍ ପରିପ୍ରେକ୍ଷୀରେ ଦେଖିଲେ ଆମେ ଦେଖୁଛୁ ଯେ ଭିନ୍ନକ୍ଷମ କଲ୍ୟାଣ ପାଇଁ ବଜେଟ୍ ଆବଣ୍ଟନ ୧୩୨୫ କୋଟି ଟଙ୍କାରୁ ୧୨୭୫ କୋଟି ଟଙ୍କାକୁ ଖସି ଆସିଛି ।
ଭିନ୍ନକ୍ଷମ ଅଧିକାର କର୍ମୀମାନେ ଚଳିତ ବର୍ଷ ନିଟ୍ (ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ) ୨୦୨୫-୨୬ ପୁସ୍ତିକା ପ୍ରକାଶ ପାଇବା ପୂର୍ବରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବା ପାଇଁ ସୁପ୍ରିମ୍ କୋର୍ଟଙ୍କ ପ୍ରଦତ୍ତ ଆଦେଶକୁ ଅନୁରୋଧ କରିଛନ୍ତି ।
ଟ୍ରେନ୍ ଯାତାୟତ ସମୟରେ ଦିବ୍ୟାଙ୍ଗ ଓ ବରିଷ୍ଠ ନଗରିକମାନଙ୍କର ଅସୁବିଧାକୁ ଦେଖି ରେଳ ବିଭାଗ ସେମାନଙ୍କ ସୁଗମ୍ୟତାକୁ ପ୍ରାଧାନ୍ୟ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି ।
ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇ କଂଗ୍ରେସ ସାଂସଦ ଶଶି ଥରୁର ପାରମ୍ପରିକ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଛନ୍ତି, ଯାହାଫଳରେ ଆଇନଗତ ଢାଞ୍ଚା ବିଗତ ଯୁଗର ଅବଶେଷ ଭଳି ଦେଖାଯିବ ନାହିଁ ।
ଏବେ ସମୟ ଆସିଛି, ନୂତନ ଭିନ୍ନକ୍ଷମ ଆଇନ୍ ଅନ୍ତର୍ଗତ ଏହି ୨୧ ପ୍ରକାର ଭିନ୍ନକ୍ଷମ ସମୂହଙ୍କ ସ୍ୱାର୍ଥ ଓ ନ୍ୟାଯ୍ୟ ଦାବି ନିମନ୍ତେ ମିଳିତ ଭାବେ ଅଭିଯାନ ଆରମ୍ଭ ହେବା ଆବଶ୍ୟକ
ଏହି ଐତିହାସିକ ଆଇନ୍ ସମାନତା ଏବଂ ଭେଦଭାବହୀନତାକୁ ସୁନିଶ୍ଚିତ କରାଇବା ସହିତ ରିଜନେବୁଲ ଆକମୋବେନ୍ର ସାମାଜିକ ସୁରକ୍ଷା ବ୍ୟବସ୍ଥା, ଅନ୍ତର୍ଭୁକ୍ତି ଶିକ୍ଷା ଏବଂ ଉଚ୍ଚଶିକ୍ଷା ଓ ନିଯୁକ୍ତି ପରି କ୍ଷେତ୍ରରେ ସଂରକ୍ଷଣର ସୁଯୋଗ ସୃଷ୍ଟି କରି ଉକ୍ତ ଆଇନର ଅଭିଳଷିତ ଉଦ୍ଧେଶ୍ୟକୁ ପରିପୂରଣ ଦିଗରେ ଏକ ପ୍ରଭାବଶାଳୀ ଅଧିନିୟମ ରୂପେ କାର୍ଯ୍ୟ କରେ ।
These two 2024 Odia books—Sabu Modare Jeeban, an inspiring short story anthology, and Maple, a touching novel—highlight the strength, love, and hope of differently abled individuals, challenging stereotypes and celebrating their resilience through empowering narratives.
Disability is a permanent or long-term total or partial impairment in one of the physical, sensory, mental, communicative, educational or psychological abilities.
From assistive devices to personalized therapy plans, AI is creating a world of possibilities for individuals with disabilities, offering not only greater independence but also more efficient and effective rehabilitation processes.