Category: ଖବର

Home / ଖବର

ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟରେ ସିକିଲ୍‌ସେଲ୍‌ ଓ ଥାଲାସେମିଆ ବର୍ତ୍ତମାନ ସ୍ଥିତି, ପ୍ରାରମ୍ଭକ ସଂଧାନ, ପ୍ରତିରୋଧିମୂଳକ ବ୍ୟବସ୍ଥା …

ଏହି ମାମଲାରେ, କୋର୍ଟ କେବଳ ପିଲାଟିର ଉକ୍ତ ସ୍କୁଲ୍‌ରେ ପୁନଃ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦେଇ ନ ଥିଲେ ବରଂ ତା’ର ଶିକ୍ଷା ନିମନ୍ତେ …

ସ୍ପଷ୍ଟ ଆଇନଗତ ବ୍ୟବସ୍ଥା, ଡିଓପିଟି ନିର୍ଦ୍ଧେଶାବଳୀ ଏବଂ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟ ଭିନ୍ନକ୍ଷମ କର୍ମଚାରୀଙ୍କ ପଦୋନ୍ନତିରେ ୪% ସଂରକ୍ଷଣ ସମୟସୀମାରେ କାର୍ଯ୍ୟକାରୀ କରିବା …

ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ଥାୟୀ ହଷ୍ଟେଲ ନିର୍ମାଣ କରାଯିବ ବୋଲି …

ଦିଲ୍ଲୀ ହାଇକୋର୍ଟର ମାନ୍ୟବର ବିଚାରପତି ସଚିନ ଦତ୍ତ ଆବେଦନକାରୀ ଅକ୍ଷତ ବାଲ୍‌ଦୁଆଙ୍କ ଏକ ଆବେଦନକୁ ଶୁଣାଣି କରି ଏ ଦିଗରେ ଏକ ସମ୍ପୂର୍ଣ୍ଣ ସ୍ପଷ୍ଟ …

ଶାରୀରିକ ଗତିଶୀଳତା ହରାଇଥିବା ଅଥବା ସମସ୍ୟା ରହିଥିବା ଗୁରୁତର ଭିନ୍ନକ୍ଷମମାନଙ୍କୁ କେୟାରଗିଭର୍‌ର ସେବା ନେବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦିଲ୍ଲୀ …

ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଭିନ୍ନକ୍ଷମ ଆଇନ ଅନୁଯାୟୀ ସରକାର କେବେହେଲେ ନିଜ ଦାୟିତ୍ୱକୁ ପରିହାର କରିପାରିବେ ନାହିଁ । …

କେବଳ ଅନୁକମ୍ପା ଭିତ୍ତିରେ ନୁହେଁ, ବରଂ ସେମାନଙ୍କ ଅଧିକାର ଆଧାରରେ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ଆମେ ଯୋଜନା ପ୍ରସ୍ତୁତ କରୁଛୁ । ଶ୍ରୀ ଷ୍ଟାଲିନ୍ …

କାରା (CARA) ଏହାର ୨୦୨୩ କାର୍ଯ୍ୟନିର୍ବାହୀ ଆଦେଶକୁ ପ୍ରୟୋଗ କରିଥିଲା ଯାହା ସମ୍ଭାବ୍ୟ ପୋଷ୍ୟ ପିତାମାତାଙ୍କର ପୂର୍ବରୁ ଦୁଇଟି ଜୈବିକ ସନ୍ତାନ ରହିଥିଲେ ଏକ …

ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଦ୍ୱାରା ଅସମ୍ଭବ ସମ୍ଭବରେ ପରିଣତ ହୋଇପାରେ । ଏହାର ଜ୍ୱଳନ୍ତ ପ୍ରମାଣ ସି୍ରା ପ୍ରିୟଦର୍ଶିନୀଙ୍କଠାରେ ଦେଖିବାକୁ ମିଳିଛି । …

ସାମ୍ପ୍ରତିକ ଦୃଶ୍ୟପଟ୍ଟ ଓ ଭିନ୍ନକ୍ଷମଙ୍କ ନିଯୁକ୍ତିଗତ ଚିତ୍ର

ଏହି ବିଶାଳ ବର୍ଗର ଅଣକୁଶଳୀ ନିଯୁକ୍ତିକ୍ଷମ ଭିନ୍ନକ୍ଷମ ଯୁବକ ଯୁବତୀଙ୍କୁ କୁଶଳୀ କରାଇ ମୁଖ୍ୟ ସ୍ରୋତର ନିଯୁକ୍ତି ଧାରାରେ ସାମିଲ କରାଇବାର ବୃହତ୍ତର ସୁଯୋଗ ରହିଛି ।

କେନ୍ଦ୍ର ବଜେଟ୍ ୨୦୨୫ରେ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ : ଏକ ଅନୁଧ୍ୟାନ

ଭିନ୍ନକ୍ଷମ କଲ୍ୟାଣ ପାଇଁ ଚଳିତ ବର୍ଷ ରଖାଯାଇଥିବା ବଜେଟ୍ ୨୦୨୪ରେ ୧୨୨୫ କୋଟି ଟଙ୍କା ତୁଳନାରେ ସାମାନ୍ୟ ବୃଦ୍ଧି ପାଇ ୧୨୭୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ତୁଳନାରେ ମାତ୍ର ୩.୪୩%...

ଆଗକୁ ଆସୁଛି ନିଟ୍ ପରୀକ୍ଷା: ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଆହ୍ୱାନ

ଭିନ୍ନକ୍ଷମ ଅଧିକାର କର୍ମୀମାନେ ଚଳିତ ବର୍ଷ ନିଟ୍ (ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ) ୨୦୨୫-୨୬ ପୁସ୍ତିକା ପ୍ରକାଶ ପାଇବା ପୂର୍ବରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବା ପାଇଁ...

ଏଣିକି ଦିବ୍ୟାଙ୍ଗଙ୍କ ପାଇଁ ଟ୍ରେନରେ ତଳ ବର୍ଥରେ ବ୍ୟବସ୍ଥା

ଟ୍ରେନ୍ ଯାତାୟତ ସମୟରେ ଦିବ୍ୟାଙ୍ଗ ଓ ବରିଷ୍ଠ ନଗରିକମାନଙ୍କର ଅସୁବିଧାକୁ ଦେଖି ରେଳ ବିଭାଗ ସେମାନଙ୍କ ସୁଗମ୍ୟତାକୁ ପ୍ରାଧାନ୍ୟ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି ।

ବ୍ୟବସ୍ଥାଗତ ସଂଶୋଧନ ଦ୍ୱାରା ଭିନ୍ନକ୍ଷମଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସାଂସଦ ଶଶି ଥରୁରଙ୍କ ଆହ୍ୱାନ

ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇ କଂଗ୍ରେସ ସାଂସଦ ଶଶି ଥରୁର ପାରମ୍ପରିକ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଛନ୍ତି, ଯାହାଫଳରେ ଆଇନଗତ ଢାଞ୍ଚା ବିଗତ...