Tag: ଆସୁଛି ୨୦୨୬-୨୭ ରାଜ୍ୟ ବଜେଟ୍

Home / ଆସୁଛି ୨୦୨୬-୨୭ ରାଜ୍ୟ ବଜେଟ୍

ଆସୁଛି ୨୦୨୬-୨୭ ରାଜ୍ୟ ବଜେଟ୍, କେତେ ପୂରଣ ହେବ ଦିବ୍ୟାଙ୍ଗଙ୍କ ଆଶା ଓ ଆକାଂକ୍ଷା?

ଆଗାମୀ ରାଜ୍ୟ ବଜେଟ୍ ଏହି ବିଶାଳ ଦିବ୍ୟାଙ୍ଗ ବର୍ଗଙ୍କ ସ୍ୱାର୍ଥ ତଥା ଆଶା ଓ ଆକାଂକ୍ଷାକୁ ଧ୍ୟାନ ଦେବ ବୋଲି ଆଶା କରାଯାଏ। ସର୍ବୋପରି ଆର୍ଥିକ ଦୁର୍ବଳ ସ୍ତରରେ ରହିଯାଇଥିବା ଏହି ଜନସଂଖ୍ୟାର ସିଂହଭାଗ ବର୍ଗଙ୍କୁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରାଇବା ସହ ଏଥି ମଧ୍ୟରେ ଶିକ୍ଷାଠାରୁ ଆରମ୍ଭ କରି ପ୍ରଯୁକ୍ତି ଜ୍ଞାନକୌଶଳ ଓ ପାରା-କ୍ରୀଡ଼ା ପ୍ରଭୃତି ବିଭିନ୍ନ ବିଭାଗରେ ପାରଦର୍ଶିତା ପ୍ରଦର୍ଶନ କରୁଥିବା ନୂତନ ଆକାଂକ୍ଷୀ ଭିନ୍ନକ୍ଷମ ବର୍ଗଙ୍କ ସ୍ୱାର୍ଥକୁ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।