A must read book on disability A must read book on disability June 15,12:36 PM By ପୁନର୍ବାସ ସମାଚାର In Book Review
ଖବରଓଟିଟି ପ୍ଲାଟ୍ଫର୍ମଗୁଡ଼ିକୁ ଆକ୍ସେସେବୁଲ ବୈଶିଷ୍ଟ୍ୟଯୁକ୍ତ କରିବାକୁ ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଧେଶଦିଲ୍ଲୀ ହାଇକୋର୍ଟର ମାନ୍ୟବର ବିଚାରପତି ସଚିନ ଦତ୍ତ ଆବେଦନକାରୀ ଅକ୍ଷତ ବାଲ୍ଦୁଆଙ୍କ ଏକ ଆବେଦନକୁ ଶୁଣାଣି କରି ଏ ଦିଗରେ ଏକ ସମ୍ପୂର୍ଣ୍ଣ ସ୍ପଷ୍ଟ ମାର୍ଗଦର୍ଶିକା ଜାରି କରିବା ପାଇଁ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି...
ଖବରଗୁରୁତର ଭିନ୍ନକ୍ଷମଙ୍କୁ କେୟାରଗିଭର୍ ସହାୟତା ସ୍କିମ୍ରେ ଅନ୍ତର୍ଭୁକ୍ତି ପାଇଁ ଦିଲ୍ଲୀ ସରକାରଙ୍କ ଯୋଜନାଶାରୀରିକ ଗତିଶୀଳତା ହରାଇଥିବା ଅଥବା ସମସ୍ୟା ରହିଥିବା ଗୁରୁତର ଭିନ୍ନକ୍ଷମମାନଙ୍କୁ କେୟାରଗିଭର୍ର ସେବା ନେବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦିଲ୍ଲୀ ସରକାରଙ୍କ ଏକ ଯୋଜନା ପ୍ରସ୍ତାବିତ ରହିଛି । ଦିଲ୍ଲୀର...
ଖବରସମସ୍ତ ସର୍ବସାଧାରଣ ପ୍ରତିଷ୍ଠାନରେ ଭିନ୍ନକ୍ଷମଙ୍କ ପାଇଁ ସୁଗମ୍ୟତା ସୁନିଶ୍ଚିତ କର – କେରଳ ହାଇକୋର୍ଟମାନ୍ୟବର ଉଚ୍ଚ ନ୍ୟାୟାଳୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଭିନ୍ନକ୍ଷମ ଆଇନ ଅନୁଯାୟୀ ସରକାର କେବେହେଲେ ନିଜ ଦାୟିତ୍ୱକୁ ପରିହାର କରିପାରିବେ ନାହିଁ । ଏହାର ସ୍ପଷ୍ଟୀକରଣ ଦେଇ ମାନ୍ୟବର କୋର୍ଟ କହିଛନ୍ତି ଯେ,...
ଖବରଦିବ୍ୟାଙ୍ଗସମୂହଙ୍କ ରାଜନୈତିକ ପ୍ରତିନିଧିତ୍ଵ ସରଂକ୍ଷଣ ବିଲ ଉପସ୍ଥାପିତ କଲା ତାମିଲନାଡୁ ।କେବଳ ଅନୁକମ୍ପା ଭିତ୍ତିରେ ନୁହେଁ, ବରଂ ସେମାନଙ୍କ ଅଧିକାର ଆଧାରରେ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ଆମେ ଯୋଜନା ପ୍ରସ୍ତୁତ କରୁଛୁ । ଶ୍ରୀ ଷ୍ଟାଲିନ୍ କହିଛନ୍ତି ଯେ ପିଡବ୍ଲ୍ୟୁଡିମାନଙ୍କ ପାଇଁ ୪% ସଂରକ୍ଷଣ ମାଧ୍ୟମରେ...
ଖବରବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଦୁଇ ଭିନ୍ନକ୍ଷମ ପିଲାଙ୍କ ପିତାମାତା ତୃତୀୟ ସାଧାରଣ ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେକାରା (CARA) ଏହାର ୨୦୨୩ କାର୍ଯ୍ୟନିର୍ବାହୀ ଆଦେଶକୁ ପ୍ରୟୋଗ କରିଥିଲା ଯାହା ସମ୍ଭାବ୍ୟ ପୋଷ୍ୟ ପିତାମାତାଙ୍କର ପୂର୍ବରୁ ଦୁଇଟି ଜୈବିକ ସନ୍ତାନ ରହିଥିଲେ ଏକ ସାଧାରଣ ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପ୍ରତିବନ୍ଧକ...