‘ ନଭ୍ୟାନଭେଲୀ ‘ ଏକ ଥାଲାସେମିକ୍ ର କାହଣୀ
ଚିକିତ୍ସା ସେବା, ଅର୍ଥର ଆବଶ୍ୟକତା ପ୍ରତ୍ୟେକ ଜିଲ୍ଲାରେ ସରକାରଙ୍କ ଦ୍ୱାରା ଯଦି କରାଯାଇ ପାରନ୍ତା,ତେବେ ପ୍ରତ୍ୟେକ ଚିକିତ୍ସାଳୟରେ ଏହି ସବୁ ସୁବିଧା ରହିବା ଦରକାର । ଆଜି ପର୍ଯ୍ୟନ୍ତ ଏସବୁ ସୁବିଧା ସେହି ପିଲାଙ୍କ ପାଖରେ ଅପହଞ୍ଚ । ତେଣୁ ଏମିତି ଅଘଟଣ ଘଟୁଛି ଏବଂ ଆମ ଥାଲାସେମିଆ ଶିଶୁମାନେ ଅକାଳରେ ତାଙ୍କର ଜୀବନ ହରାଉଛନ୍ତି ।


