ଆକାଶ ଉଡ଼ାଣରେ ଦିବ୍ୟାଙ୍ଗ ଦ୍ୱନ୍ଦ
ସାଂପ୍ରତିକୀ
1 min read
8

ଆକାଶ ଉଡ଼ାଣରେ ଦିବ୍ୟାଙ୍ଗ ଦ୍ୱନ୍ଦ

November 26, 2026
0

ଆକାଶ ଉଡ଼ାଣରେ ଏହିପରି ଏକ କପଟତାପୂର୍ଣ୍ଣ ହ୍ୱିଲଚେୟାର ଅପବ୍ୟବହାରର ବିଷମଚିତ୍ର ଦେଖିବାକୁ ମିଳିଥିବା ବେଳେ ଗତ ଅକ୍ଟୋବର ମାସରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ବିମାନଯାତ୍ରାରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ଅସୁବିଧାକୁ ନେଇ ଜାରି ନୋଟିସ୍ ପୁଣିଥରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ଆକାଶ ଉଡ଼ାଣ ପ୍ରସଙ୍ଗଟିକୁ ଚଳଚଞ୍ଚଳ କରିଦେଇଛି ।

Continue Reading
କ୍ଷୁଦ୍ର ବିଜୟର ପୁଲକ ବାଣ୍ଟୁଥିବା ଶୀଜା
ସାଂପ୍ରତିକୀ
1 min read
115

କ୍ଷୁଦ୍ର ବିଜୟର ପୁଲକ ବାଣ୍ଟୁଥିବା ଶୀଜା

September 28, 2026
0

ତେଣୁ ଶୀଜା ନିଷ୍ପତ୍ତି ନେଲା, ଏହିଭଳି ଶାରିରୀକ, ମାନସିକ ଓ ଆର୍ଥିକ ଯନ୍ତ୍ରଣା ଭୋଗୁଥିବା ମହିଳାମାନଙ୍କ ପାଇଁ ଏକ ଟ୍ରଷ୍ଟ ଗଠନ କରିବେ। ଯାହାର ନାମ ରଖିଲେ "ସ୍ନେହାସାଣ୍ଡ୍ରମ୍ ଚାରିଟେବୁଲ ଟ୍ରଷ୍ଟ" ।

Continue Reading