‘ ନଭ୍ୟାନଭେଲୀ ‘ ଏକ ଥାଲାସେମିକ୍ ର କାହଣୀ
ଚିକିତ୍ସା ସେବା, ଅର୍ଥର ଆବଶ୍ୟକତା ପ୍ରତ୍ୟେକ ଜିଲ୍ଲାରେ ସରକାରଙ୍କ ଦ୍ୱାରା ଯଦି କରାଯାଇ ପାରନ୍ତା,ତେବେ ପ୍ରତ୍ୟେକ ଚିକିତ୍ସାଳୟରେ ଏହି ସବୁ ସୁବିଧା ରହିବା ଦରକାର । ଆଜି ପର୍ଯ୍ୟନ୍ତ ଏସବୁ ସୁବିଧା ସେହି ପିଲାଙ୍କ ପାଖରେ ଅପହଞ୍ଚ । ତେଣୁ ଏମିତି ଅଘଟଣ ଘଟୁଛି ଏବଂ ଆମ ଥାଲାସେମିଆ ଶିଶୁମାନେ ଅକାଳରେ ତାଙ୍କର ଜୀବନ ହରାଉଛନ୍ତି ।
ପାରାକ୍ରୀଡା: ଏସିଆନ୍ ପାରା ଗେମ୍ସ ଓ ଓଡିଶା
ଓଡ଼ିଶା ସରକାର ପାରା ଆଥଲେଟ୍ମାନଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ୍, ରହିବା ଓ ଖାଇବା ସୁବିଧା, ଉପଯୁକ୍ତ ଟ୍ରେନିଂ ବ୍ୟବସ୍ଥା ଏବଂ ଆବଶ୍ୟକ ସହାୟତା ଯୋଗାଇ ଦିଅନ୍ତୁ। ତେବେ ଓଡ଼ିଶାର ଅନେକ ପ୍ରତିଭାବାନ ପାରା ଆଥଲେଟ୍ ଆଗକୁ ଆସିବେ ଏବଂ ରାଜ୍ୟ ତଥା ଦେଶର ନାଁ ଉଜ୍ଜ୍ୱଳ କରିବେ।
ଦୃଷ୍ଟାମୀରୁ ଦୃଷ୍ଟାନ୍ତ : କାୟାମ କନପୁରର ଦୃଷ୍ଟିବାଧିତ ସତ୍ୟ
କେବଳ କନପୁର ଗାଁ ନୁହେଁ,ବାରାହା ଦୋମଣ୍ଡା ପଞ୍ଚାୟତର ଅବଶିଷ୍ଟ ବନ୍ୟାପ୍ଲାବିତ ଗାଁ ଓ ପାଖ ମାନପୁର,ଗୁଣ୍ଠଳ ପ୍ରଭୃତି ନଦୀ କୂଳବର୍ତ୍ତୀ ଗ୍ରାମଗୁଡିକ ଅଧିକାଂଶ ବର୍ଷ ବୈତରଣୀ ବନ୍ୟାଦ୍ୱାରା ପ୍ରଭାବିତ ହୋଇଥାନ୍ତି । କନପୁର ଗାଁର ଷାଠିଏ ସତୁରି ଜଣ ପ୍ରାୟ ଯୁବକ ସମ୍ପ୍ରତି ଚେନାଇଠାରୁ ଆରମ୍ଭ କରି ହାଇଦ୍ରାବାଦ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅର୍ଥ ରୋଜଗାର କରୁଛନ୍ତି ।
ଝୁରେ ସଙ୍ଗୀତ..ଦୂରେ ଦିବ୍ୟାଙ୍ଗ ସାଧକ
ଏତିକି କହିବା କ୍ଷଣି କ୍ଷୋଭରେ ତାଙ୍କ କଣ୍ଠ ଛାଏଁ ଦୋହୋରାଇ ଉଠିଲା କେବେ ରେଡ଼ିଓ ' ବନ୍ଦନା ' କାର୍ଯ୍ଯକ୍ରମରେ ଗାଇଥିବା ଶ୍ରୁତି ମଧୁର ଭଜନଟି - " ସବୁ ଥାଇ ପ୍ରଭୁ ତୁମେ ନାହଁ ଯଦି କିଛି ନାହିଁ ଜୀବନରେ...."


