ଦିବ୍ୟାଙ୍ଗ ଅଧିକାର ଆଇନ ର ଦଶବର୍ଷ -,ପ୍ରତିପାଳନ ,ପ୍ରତିବଦ୍ଧତା ଏବଂ ବାସ୍ତବତା ର ଏକ ସଂକ୍ଷିପ୍ତ ସମୀକ୍ଷା
ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର (RPwD) ଆଇନ, ୨୦୧୬ ଆଇନକୁ ଲୋକପ୍ରିୟ କରିବା ଏବଂ ଜନସଚେତନତା ସୃଷ୍ଟି କରିବା ପାଇଁ , ଧାରା 39 ରେ : ଉପଯୁକ୍ତ ସରକାରଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ମଧ୍ୟ ପ୍ରଦାନ କରେ ।
୧୦ବର୍ଷରେ ଦିବ୍ୟାଙ୍ଗ ଆଇନ: ଆଶା ଓ ନିରାଶାର ଦୋ’ ଛକି
ଆଜି ମଧ୍ୟ ତୃଣମୂଳ ସ୍ତରରେ ଅନେକ ସମସ୍ୟା ରହିଛି । ଏହାର ସମାଧାନ ପାଇଁ ସରକାରୀ କର୍ମଚାରୀଙ୍କୁ ସଚେତନ କରିବା ସହିତ ଆଇନର କଡ଼ାକଡ଼ି କାର୍ଯ୍ୟକାରିତା ହେବା ଆବଶ୍ୟକ ।
‘ ନଭ୍ୟାନଭେଲୀ ‘ ଏକ ଥାଲାସେମିକ୍ ର କାହଣୀ
ଚିକିତ୍ସା ସେବା, ଅର୍ଥର ଆବଶ୍ୟକତା ପ୍ରତ୍ୟେକ ଜିଲ୍ଲାରେ ସରକାରଙ୍କ ଦ୍ୱାରା ଯଦି କରାଯାଇ ପାରନ୍ତା,ତେବେ ପ୍ରତ୍ୟେକ ଚିକିତ୍ସାଳୟରେ ଏହି ସବୁ ସୁବିଧା ରହିବା ଦରକାର । ଆଜି ପର୍ଯ୍ୟନ୍ତ ଏସବୁ ସୁବିଧା ସେହି ପିଲାଙ୍କ ପାଖରେ ଅପହଞ୍ଚ । ତେଣୁ ଏମିତି ଅଘଟଣ ଘଟୁଛି ଏବଂ ଆମ ଥାଲାସେମିଆ ଶିଶୁମାନେ ଅକାଳରେ ତାଙ୍କର ଜୀବନ ହରାଉଛନ୍ତି ।
ପାରାକ୍ରୀଡା: ଏସିଆନ୍ ପାରା ଗେମ୍ସ ଓ ଓଡିଶା
ଓଡ଼ିଶା ସରକାର ପାରା ଆଥଲେଟ୍ମାନଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ୍, ରହିବା ଓ ଖାଇବା ସୁବିଧା, ଉପଯୁକ୍ତ ଟ୍ରେନିଂ ବ୍ୟବସ୍ଥା ଏବଂ ଆବଶ୍ୟକ ସହାୟତା ଯୋଗାଇ ଦିଅନ୍ତୁ। ତେବେ ଓଡ଼ିଶାର ଅନେକ ପ୍ରତିଭାବାନ ପାରା ଆଥଲେଟ୍ ଆଗକୁ ଆସିବେ ଏବଂ ରାଜ୍ୟ ତଥା ଦେଶର ନାଁ ଉଜ୍ଜ୍ୱଳ କରିବେ।
ଭାରତର ଜନଗଣନା ୨୦୨୭
ଭିନ୍ନକ୍ଷମ ବ୍ୟକ୍ତିଙ୍କ ବିଷୟରେ ଯେଉଁ ସବୁ ମୁଖ୍ୟ ଶବ୍ଦର ବ୍ୟବହାରକୁ ଏଡାଇବାକୁ ହେବ,ତାହା ହେଲା: ଦୁର୍ବଳ, ମୁକ, ବିକଳାଙ୍ଗ, ମାନସିକ ଅକ୍ଷମ, ଅବିକଶିତ, ଅଯୋଗ୍ୟ, ଅସହାୟ, ପଙ୍ଗୁ, ତ୍ରୁଟିପୂର୍ଣ୍ଣ, ବିକୃତ, ଅକାମୀ, ଲେଙ୍ଗଡା, ଅପଙ୍ଗ, ଅଙ୍ଗହୀନ, ଅସ୍ଵାଭାବିକ, ପାଗଳ, ମୂର୍ଖ, ଅସଂଯତ, ବାତୁଳ, କ୍ରୋଧୀ, ଉନ୍ମାଦ, ମନୋରୋଗୀ, ନିର୍ବୁଦ୍ଧିଆ ଇତ୍ୟାଦି ।
ଆକାଶ ଉଡ଼ାଣରେ ଦିବ୍ୟାଙ୍ଗ ଦ୍ୱନ୍ଦ
ଆକାଶ ଉଡ଼ାଣରେ ଏହିପରି ଏକ କପଟତାପୂର୍ଣ୍ଣ ହ୍ୱିଲଚେୟାର ଅପବ୍ୟବହାରର ବିଷମଚିତ୍ର ଦେଖିବାକୁ ମିଳିଥିବା ବେଳେ ଗତ ଅକ୍ଟୋବର ମାସରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ବିମାନଯାତ୍ରାରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ଅସୁବିଧାକୁ ନେଇ ଜାରି ନୋଟିସ୍ ପୁଣିଥରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ଆକାଶ ଉଡ଼ାଣ ପ୍ରସଙ୍ଗଟିକୁ ଚଳଚଞ୍ଚଳ କରିଦେଇଛି ।
To See a Therapist as a Promethean or a Deceiver
India's disability rehabilitation professionals should ensure efficiency instead of concealing deficiency, with the utmost professional candour and compassion.


