ଦିବ୍ୟାଙ୍ଗଙ୍କ ପ୍ରତି ନିଷ୍ଠୁରତା: କେବେ ବଦଳିବ ମାନସିକତା ?
ଏହିସବୁ ଘଟଣାକୁ ଅବଲୋକନ କଲେ ମନରେ ଏବେବି ସ୍ଵତଃ ପ୍ରଶ୍ନ ଜାତ ହେଉଛି, ଦିବ୍ୟାଙ୍ଗଙ୍କ ପ୍ରତି ନିଷ୍ଠୁରତା: କେବେ ବଦଳିବ ମାନସିକତା ?
ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ଓଡ଼ିଶା ପ୍ରତିଯୋଗୀଙ୍କ ଶ୍ରେଷ୍ଠତ୍ୱ ପ୍ରଦର୍ଶନ
୧୧ ପ୍ରତିଯୋଗୀ ଜିତିଲେ ୮ ସ୍ୱର୍ଣ୍ଣ, ୬ ରୌପ୍ୟ ଓ ୪ ବ୍ରୋଞ୍ଜସହ ୧୮ ପଦକ ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଅନୁଷ୍ଠିତ ୮ତମ ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଚାମ୍ପିୟନଶି୍ରେ ଓଡ଼ିଶା ପ୍ରତିଯୋଗୀମାନେ ଚମକôାର ପ୍ରଦର୍ଶନ କରିଛନ୍ତି । ୨୦୨୬ ଏସିଆନ ପାରା ଗେମ୍ସ ପାଇଁ ଅନ୍ତିମ ଚୟନ ଟ୍ରାଏଲ ଭାବେ ବିବେଚିତ ହେଉଥିଯବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ଓଡ଼ିଶା ମୋଟ ୧୮ପଦକ ହାସଲ କରିଛି । ଏହା ମଧ୍ୟରେ

