ଦିବ୍ୟାଙ୍ଗ ଅଧିକାର ଆଇନ ର ଦଶବର୍ଷ -,ପ୍ରତିପାଳନ ,ପ୍ରତିବଦ୍ଧତା ଏବଂ ବାସ୍ତବତା ର ଏକ ସଂକ୍ଷିପ୍ତ  ସମୀକ୍ଷା
କଭର ଷ୍ଟୋରୀ
1 min read
11

ଦିବ୍ୟାଙ୍ଗ ଅଧିକାର ଆଇନ ର ଦଶବର୍ଷ -,ପ୍ରତିପାଳନ ,ପ୍ରତିବଦ୍ଧତା ଏବଂ ବାସ୍ତବତା ର ଏକ ସଂକ୍ଷିପ୍ତ ସମୀକ୍ଷା

November 26, 2026
0

ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର (RPwD) ଆଇନ, ୨୦୧୬ ଆଇନକୁ ଲୋକପ୍ରିୟ କରିବା ଏବଂ ଜନସଚେତନତା ସୃଷ୍ଟି କରିବା ପାଇଁ , ଧାରା 39 ରେ : ଉପଯୁକ୍ତ ସରକାରଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ମଧ୍ୟ ପ୍ରଦାନ କରେ ।

Continue Reading
୧୦ବର୍ଷରେ ଦିବ୍ୟାଙ୍ଗ ଆଇନ: ଆଶା ଓ ନିରାଶାର ଦୋ’ ଛକି
କଭର ଷ୍ଟୋରୀ
1 min read
11

୧୦ବର୍ଷରେ ଦିବ୍ୟାଙ୍ଗ ଆଇନ: ଆଶା ଓ ନିରାଶାର ଦୋ’ ଛକି

November 26, 2026
0

ଆଜି ମଧ୍ୟ ତୃଣମୂଳ ସ୍ତରରେ ଅନେକ ସମସ୍ୟା ରହିଛି । ଏହାର ସମାଧାନ ପାଇଁ ସରକାରୀ କର୍ମଚାରୀଙ୍କୁ ସଚେତନ କରିବା ସହିତ ଆଇନର କଡ଼ାକଡ଼ି କାର୍ଯ୍ୟକାରିତା ହେବା ଆବଶ୍ୟକ ।

Continue Reading
‘ ନଭ୍ୟାନଭେଲୀ ‘ ଏକ ଥାଲାସେମିକ୍ ର କାହଣୀ
ସ୍ପେସିଆଲ ଷ୍ଟୋରୀ
1 min read
18

‘ ନଭ୍ୟାନଭେଲୀ ‘ ଏକ ଥାଲାସେମିକ୍ ର କାହଣୀ

November 26, 2026
0

ଚିକିତ୍ସା ସେବା, ଅର୍ଥର ଆବଶ୍ୟକତା ପ୍ରତ୍ୟେକ ଜିଲ୍ଲାରେ ସରକାରଙ୍କ ଦ୍ୱାରା ଯଦି କରାଯାଇ ପାରନ୍ତା,ତେବେ ପ୍ରତ୍ୟେକ ଚିକିତ୍ସାଳୟରେ ଏହି ସବୁ ସୁବିଧା ରହିବା ଦରକାର । ଆଜି ପର୍ଯ୍ୟନ୍ତ ଏସବୁ ସୁବିଧା ସେହି ପିଲାଙ୍କ ପାଖରେ ଅପହଞ୍ଚ । ତେଣୁ ଏମିତି ଅଘଟଣ ଘଟୁଛି ଏବଂ ଆମ ଥାଲାସେମିଆ ଶିଶୁମାନେ ଅକାଳରେ ତାଙ୍କର ଜୀବନ ହରାଉଛନ୍ତି ।

Continue Reading
ପାରାକ୍ରୀଡା:  ଏସିଆନ୍ ପାରା ଗେମ୍ସ ଓ ଓଡିଶା
ସ୍ପେସିଆଲ ଷ୍ଟୋରୀ
1 min read
10

ପାରାକ୍ରୀଡା: ଏସିଆନ୍ ପାରା ଗେମ୍ସ ଓ ଓଡିଶା

November 26, 2026
0

ଓଡ଼ିଶା ସରକାର ପାରା ଆଥଲେଟ୍‌ମାନଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ୍‌, ରହିବା ଓ ଖାଇବା ସୁବିଧା, ଉପଯୁକ୍ତ ଟ୍ରେନିଂ ବ୍ୟବସ୍ଥା ଏବଂ ଆବଶ୍ୟକ ସହାୟତା ଯୋଗାଇ ଦିଅନ୍ତୁ। ତେବେ ଓଡ଼ିଶାର ଅନେକ ପ୍ରତିଭାବାନ ପାରା ଆଥଲେଟ୍‌ ଆଗକୁ ଆସିବେ ଏବଂ ରାଜ୍ୟ ତଥା ଦେଶର ନାଁ ଉଜ୍ଜ୍ୱଳ କରିବେ।

Continue Reading
ଖର୍ବ ଆକାର..କୀର୍ତ୍ତି ଅମର
ସଫଳ ଦୃଷ୍ଟାନ୍ତ
1 min read
8

ଖର୍ବ ଆକାର..କୀର୍ତ୍ତି ଅମର

November 26, 2026
0

ଦୁଇ ବାମନତ୍ୱ ଅବୟବଧାରୀ ସଫଳ ମଣିଷଙ୍କର ଏହି କାହାଣୀ । ଜଣେ ପାଲଟିଛନ୍ତି ଜନପ୍ରିୟ ଡାକ୍ତର । ଆର ଜଣକ ଜଣେ ସଫଳ ଭାରତୀୟ ପାରା ଆଥଲେଟ୍ ।

Continue Reading
ଭାରତର ଜନଗଣନା ୨୦୨୭
ଖବର
1 min read
7

ଭାରତର ଜନଗଣନା ୨୦୨୭

November 26, 2026
0

ଭିନ୍ନକ୍ଷମ ବ୍ୟକ୍ତିଙ୍କ ବିଷୟରେ ଯେଉଁ ସବୁ ମୁଖ୍ୟ ଶବ୍ଦର ବ୍ୟବହାରକୁ ଏଡାଇବାକୁ ହେବ,ତାହା ହେଲା: ଦୁର୍ବଳ, ମୁକ, ବିକଳାଙ୍ଗ, ମାନସିକ ଅକ୍ଷମ, ଅବିକଶିତ, ଅଯୋଗ୍ୟ, ଅସହାୟ, ପଙ୍ଗୁ, ତ୍ରୁଟିପୂର୍ଣ୍ଣ, ବିକୃତ, ଅକାମୀ, ଲେଙ୍ଗଡା, ଅପଙ୍ଗ, ଅଙ୍ଗହୀନ, ଅସ୍ଵାଭାବିକ, ପାଗଳ, ମୂର୍ଖ, ଅସଂଯତ, ବାତୁଳ, କ୍ରୋଧୀ, ଉନ୍ମାଦ, ମନୋରୋଗୀ, ନିର୍ବୁଦ୍ଧିଆ ଇତ୍ୟାଦି ।

Continue Reading
ଆକାଶ ଉଡ଼ାଣରେ ଦିବ୍ୟାଙ୍ଗ ଦ୍ୱନ୍ଦ
ସାଂପ୍ରତିକୀ
1 min read
8

ଆକାଶ ଉଡ଼ାଣରେ ଦିବ୍ୟାଙ୍ଗ ଦ୍ୱନ୍ଦ

November 26, 2026
0

ଆକାଶ ଉଡ଼ାଣରେ ଏହିପରି ଏକ କପଟତାପୂର୍ଣ୍ଣ ହ୍ୱିଲଚେୟାର ଅପବ୍ୟବହାରର ବିଷମଚିତ୍ର ଦେଖିବାକୁ ମିଳିଥିବା ବେଳେ ଗତ ଅକ୍ଟୋବର ମାସରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ବିମାନଯାତ୍ରାରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ଅସୁବିଧାକୁ ନେଇ ଜାରି ନୋଟିସ୍ ପୁଣିଥରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ଆକାଶ ଉଡ଼ାଣ ପ୍ରସଙ୍ଗଟିକୁ ଚଳଚଞ୍ଚଳ କରିଦେଇଛି ।

Continue Reading